ରଶି ଲଗାଇ ଆତ୍ମହତ୍ୟା

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ମାନପୁର ପାଟଣାରେ ଅଭାବନୀୟ ଘଟଣା ଘଟିଯାଇଛି। ବଂଦ ଘରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦମ୍ପତ୍ତି ଦ୍ୱୟ ବେକରେ ରଶି…