ଆଜିର ଖବର ରାଜ୍ୟ ବିଜେପିରେ ଅଜବ ସ୍ଥିତି, ପୁଣି ଥରେ ଖୋର୍ଦ୍ଧା ଜିଲ୍ଲା ସଭାପତି ହେଲେ ରଶ୍ମୀ ରଂଜନ ମହାପାତ୍ର ଭୁବନେଶ୍ବର, ବର୍ତ୍ତମାନ ବିଜେପିର ଅନ୍ତଃଦ୍ବନ୍ଦ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ଯାହାର ପ୍ରମାଣ ମିଳିଛି ଖୋର୍ଦ୍ଧା ଜିଲ୍ଲା ସଭାପତି ପଦବୀକୁ ନେଇ। ଏବେ ପୁଣିଥରେ ଖୋର୍ଦ୍ଧା…