ଆଜିର ଖବର କରୋନା କଟକଣା, ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନରେ ରହିବନି ପାସେଞ୍ଜର ଟ୍ରେନ ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନରେ ପାସେଞ୍ଜର ଟ୍ରେନ ରହିବ ନାହିଁ। ଗୋଟିଏ ଟ୍ରେନ ବାତିଲ କରିବା ସହ ରହଣୀ ଉପରେ କଟକଣା ଲଗାଇଲା ରେଳବାଇ ବିଭାଗ।…