ବିଶେଷ ଖବର ଜନ୍ମ ମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ: ପିଲାଦିନର ସ୍ମୃତି ମନେପକାଇଲେ ହେଲେ ଭାବବିହ୍ୱଳ ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ନିଜ ଜନ୍ମ ମାଟି ରାଇକଳା ଓ ଝୁମ୍ପୁରାକୁ ଯାଇ ସାଙ୍ଗସାଥୀ ଓ…