ଆଜିର ଖବର ରାଉରକେଲା ଏନଆଇଟି ଆୟୋଜନ କରିବ ଏକ ଭାରତ ଶ୍ରେଷ୍ଠ ଭାରତ– ଯୁବ ସଂଗମ କାର୍ଯ୍ୟକ୍ରମ ଭୁବନେଶ୍ବର/ରାଉରକେଲା: ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି ଏକ ଭାରତ ଶ୍ରେଷ୍ଠ ଭାରତ – ଯୁବ ସଂଗମ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ପାଇଁ ଏନଆଇଟି ରାଉରକେଲା ଓ…