ଆଜିର ଖବର ଓୱାଇସିଙ୍କୁ ବିଜେପିର ‘ଚାଚା ଜାନ’ କହି ସମ୍ବୋଧନ କଲେ କୃଷକ ନେତା ରାକେଶ ଟିକାଏତ୍ ନୂଆଦିଲ୍ଲୀ: ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ଗରମ ହୋଇଛି। ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଯାଇଛି। ଏହି ସମୟରେ,…