ବିଶେଷ ଖବର ୟୁକ୍ରେନରେ ପ୍ରବେଶ କଲା ଋଷର ଟ୍ୟାଙ୍କ, ରାଜଧାନୀ କିଭରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ତିକ୍ତତା ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁଟିନ କହିଛନ୍ତି ଯେ ୟୁକ୍ରେନ ସୈନ୍ୟବାହିନୀ ଅସ୍ତ୍ର ଛାଡିବା ଉଚିତ୍।…