ଆଜିର ଖବର ନୀତୀଶ କୁମାରଙ୍କୁ ବିନା ସର୍ତ୍ତରେ ଆରଜେଡିର ପ୍ରସ୍ତାବ, ବିହାରରେ ଆରମ୍ଭ ହେଲା ରାଜନୈତିକ କଳ୍ପନାଜଳ୍ପନା ପାଟନା: ବିହାରରେ ଜାତିଗତ ଜନଗଣନା ପ୍ରସଙ୍ଗ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ମୁଖ୍ୟ ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏହି ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀ…