ଆଜିର ଖବର ୨୦୨୪ ନିର୍ବାଚନ: ଜୁନାଗଡ ବିଧାନସଭା କ୍ଷେତ୍ରର ରାଜନୈତିକ ଚିତ୍ରପଟ କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ଭାବରେ ୭୮-ଜୁନାଗଡ ବିଧାନ ସଭା ଆସନ ପରିଗଣିତ। ଏଠାରେ ରାଜନୈତିକ ଦଳ ଗୁଡିକର ସବୁପ୍ରକାର…