ବିଶେଷ ଖବର ରାମ ମନ୍ଦିର ପ୍ରସଙ୍ଗରେ ସଫଳତାର ଶୀର୍ଷରେ ପହଞ୍ଚିଛି ବିଜେପି: ନିର୍ବାଚନ ପୂର୍ବରୁ ଅଯୋଧ୍ୟାର ରାଜନୈତିକ ମହତ୍ତ୍ୱ ଅଧିକ ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ସଫଳତା ପାଇବା ପାଇଁ ସବୁ ରାଜନୈତିକ ଦଳ ନିଜ ନିଜ ଏଜେଣ୍ଡାରେ କାମ କରୁଛନ୍ତି। ସେପଟେ ସୁପ୍ରିମକୋର୍ଟଙ୍କ ରାୟ ପରେ ଅଯୋଧ୍ୟାରେ…