ଆଜିର ଖବର କେନ୍ଦ୍ର କ୍ୟାବିନେଟ ବୈଠକରେ ଦୁଇଟି ପ୍ରମୁଖ ରାଜପଥ ପ୍ରକଳ୍ପକୁ ମଞ୍ଜୁରୀ ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଆଜି ଦୁଇଟି ରାଜପଥ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି: ଛଅ ଲେନ୍ ବିଶିଷ୍ଟ ନାସିକ-ସୋଲାପୁର କରିଡର ଏବଂ ଓଡ଼ିଶାରେ NH-୩୨୬ ର ପ୍ରଶସ୍ତୀକରଣ। ଅର୍ଥନୈତିକ…