ଆଜିର ଖବର ସ୍ଥାନାନ୍ତରିତ ହେବନି ମାଷ୍ଟର କ୍ୟାଣ୍ଟିନ ଘୋଡା: ରାଜଭବନ ଛକକୁ ନେବା ପାଇଁ ହୋଇଥିଲା ନିଷ୍ପତ୍ତି ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକରୁ ଘୋଡା ଆଉ ଯୋଦ୍ଧା ସ୍ଥାନାନ୍ତରିତ ହେବ ନାହିଁ। ଏହି ଐତିହାସିକ ଘୋଡାକୁ ରାଜଭବନ ଛକକୁ ସ୍ଥାନାନ୍ତରିତ କରିବା ପାଇଁ…