ଜାତୀୟ ଖବର ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ମାମଲା: ରାଜମଣ୍ଡ୍ରି ପର୍ଯ୍ୟନ୍ତ କାର ରାଲି କରିବେ ଆଇଟି କର୍ମଚାରୀ ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ବିରୋଧରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ତୀବ୍ର ବିରୋଧ ଜାରି ରହିଛି। ବର୍ତ୍ତମାନ ହାଇଦ୍ରାବାଦର ଆଇଟି କର୍ମଚାରୀମାନେ…