ଜାତୀୟ ଖବର ‘ଧନୁ ସଂକ୍ରାନ୍ତି ପରେ ଏହି ଧରାପୃଷ୍ଟରେ ପଦ୍ମ ଫୁଟେ ନାହିଁ’, କଂସ ଅଭିନେତାଙ୍କ ଏହି ଡାଇଲଗକୁ ନେଇ ଚର୍ଚ୍ଚା ସମ୍ବଲପୁର: ଧନୁ ସଂକ୍ରାନ୍ତି ପରେ ଏହି ମହିମଣ୍ଡଳରେ ପଦ୍ମ ପ୍ରସ୍ପୁଟିତ ହୁଏ ନାହିଁ। ଏହା ହେଉଛି କଂସ ମହାରାଜାଙ୍କ ଆଦେଶ.. ହାଃ..ହାଃ..। ଏହା ହେଉଛି ଧନୁଯାତ୍ରାରେ କଂସ…