ଜାତୀୟ ଖବର ବିଜେଡି ଦଳକୁ କିଏ ହାଇଜାକ କରୁଛି ? ଏମିତି କାହିଁକି ସନ୍ଦେହ କଲେ ଦଳର ବରିଷ୍ଠ ନେତା ବିଧାୟକ ରାଜା ସ୍ବାଇଁ ଭୁବନେଶ୍ବର: ୱାକଫ ବିଲକୁ ନେଇ ବିଜେଡି ଭିତରେ କନ୍ଦଳ ଲାଗିଥିବା ବେଳେ ବର୍ତ୍ତମାନ ଦଳର ବରିଷ୍ଠ ନେତା ତଥା ବିଧାୟକ ରାଜା ସ୍ବାଇଁ ବା ରଣେନ୍ଦ୍ର ପ୍ରତାପ…