ଆଜିର ଖବର ରାଜେନ୍ଦ୍ର ନଗର ଉପ ନିର୍ବାଚନ: ପ୍ରଚାର ମୈଦାନକୁ ଓହ୍ଲାଇବେ କେଜ୍ରିୱାଲ, ତିନି ଦିନ କରିବେ ରୋଡ୍ ସୋ ନୂଆଦିଲ୍ଲୀ: ଦିଲ୍ଲୀର ରାଜେନ୍ଦ୍ର ନଗର ବିଧାନସଭା ଉପ-ନିର୍ବାଚନ ପାଇଁ ଆପ ପୂର୍ଣ୍ଣ ଶକ୍ତି ଲଗାଇଦେଇଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ…