ବିଶେଷ ଖବର ମିଜୋରାମରେ କାହିଁକି ଏୟାର ଷ୍ଟ୍ରାଇକ୍ କରିଥିଲେ ଇନ୍ଦିରା ଗାନ୍ଧୀ, ରାଜେଶ ପାଇଲଟ ବିମାନ ଉଡ଼ାଉଥିଲେ? ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ଅନାସ୍ଥା ପ୍ରସ୍ତାବ ଜରିଆରେ ବିରୋଧୀ ମୋଦି ସରକାରଙ୍କୁ ଘେରିବାକୁ ଗତକାଲି ଚେଷ୍ଟା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ଜବାବ ଦେବାକୁ ଆସିଥିଲେ,…