ଆଜିର ଖବର ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ନୂଆଦିଲ୍ଲୀ: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା (ସିଡବ୍ଲୁଜି) ଆୟୋଜନ ପାଇଁ ଭାରତ ନିଲାମୀରେ ଭାଗ ନେବ ଏବଂ ଏଥିପାଇଁ ବିଡ୍ ଦାଖଲ କରିବ। ଏ ସଂକ୍ରାନ୍ତରେ ଯୁବ ବ୍ୟାପାର…