ଆଜିର ଖବର ରାଜ୍ୟପାଳଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଭୁବନେଶ୍ଵର: ଆଜି ଓଡିଶା ରାଜ୍ୟପାଳ ଗଣେଶି ଲାଲଙ୍କ ଧର୍ମପତ୍ନୀଙ୍କ ପରଲୋକ ହୋଇଯାଇଛି। ଏନେଇ ଆଜି ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି। ତେବେ ଆଜି ବିଧାନସଭାର…