ଆଜିର ଖବର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳ: ରାଜ୍ୟରେ ଚତୁର୍ଥ ସ୍ଥାନ ହାସଲ କଲେ ମୂର୍ତ୍ତି କଳାକାରଙ୍କ ପୁଅ ନିମାଇଁ ଅରବିନ୍ଦ କର ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପଳସା ପଂଚାୟତର ମଳିହା ଗ୍ରାମ ପାଇଁ ଗର୍ବ ଆଉ ଗୌରବ ଆଣିଛନ୍ତି ନିମାଇଁ ବିଶ୍ୱରଂଜନ ବେହେରା। ସେ…