ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ବର, ରାଜ୍ୟରେ ଗତକାଲିଠାରୁ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ଜନଜୀବନ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ବର ପାଣିପାଗବିଭାଗ ତରଫରୁ ରେକର୍ଚ କରାଯାଇଥିବା ବର୍ଷାର ପରିମାଣ ଅନୁସାରେ କେନ୍ଦ୍ରାପଡାର ସର୍ବାଧିକ…