ବିଶେଷ ଖବର ରାଜ୍ୟର ସ୍ଵାର୍ଥ ପାଇଁ ବିଧାନସଭାରେ ବିଜେଡି ଦୃଢ଼ ସ୍ୱର ଉଠାଇବ: ବିଧାୟକ ଦଳ ବୈଠକରେ କହିଲେ ନବୀନ ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଶଙ୍ଖ ଭବନରେ ଆଜି ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ପଟ୍ଟନାୟକ…