ଆଞ୍ଚଳିକ ଓୟୁଜେର ନବ ନିଯୁକ୍ତ ରାଜ୍ୟ କଲ୍ୟାଣ ବୋର୍ଡ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ରଣପୁର: ଓୟୁଜେର ନୟାଗଡ ଜିଲ୍ଲା ସଭାପତି ତଥା ରଣପୁରର ବରିଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଂଜନଙ୍କୁ ଓୟୁଜେ ରାଜ୍ୟ ଶାଖା ତରଫରୁ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ…