ଆଜିର ଖବର ରାଜ୍ୟ ବ୍ୟବସାୟୀ ମହାସଂଘର ନିଷ୍ପତ୍ତି: ଏଣିକି ଦିନ ୨ ଟା ପରେ ବନ୍ଦ ହେବ ଦୋକାନ ବଜାର ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ମେ’ ମାସରେ କରୋନା ପିକ୍…