ଆଜିର ଖବର ହିନ୍ଦ୍ ମଜଦୁର ସଭା ରାଜ୍ୟ ମହିଳା କମିଟି ବୈଠକ: ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବାଟାଲିୟନ ପ୍ରତିଷ୍ଠା ଦାବି ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ହିନ୍ଦ୍ ମଜଦୁର ସଭା ରାଜ୍ୟ କାର୍ଯ୍ୟାଳୟରେ ମହିଳା କମିଟିର ଏକ ବୈଠକ ରାଜ୍ୟ ସଭାନେତ୍ରୀ ଲକ୍ଷ୍ମୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ…