ରାଜ୍ୟ ସ୍ତରୀୟ ବୈଠକ

ଭୁବନେଶ୍ବର: ଆଜି ଭୁବନେଶ୍ବର ସୂର୍ଯ୍ୟନଗର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଠାରେ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘର ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।…