ବିଶେଷ ଖବର ରଜ ଦୋଳି ଗୀତର ଲେଖକ କିଏ ସେ ? ନୟାଗଡର ମାଗୁଣୀ ମହାପାତ୍ର କି ? ଏକ ବିବାଦୀୟ ପ୍ରଶ୍ନ ଭୁବନେଶ୍ବର, ଓଡିଶାର ଲୋକ ଗୀତ ଭାବେ ବେଶ୍ ପରିଚିତ ହୋଇଛି ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ନୂଆ…