ଆଜିର ଖବର ୟୁପି ବୋର୍ଡ ସିଲାବସରେ ବଡ ପରିବର୍ତ୍ତନ, ବର୍ତ୍ତମାନ ସାବରକରଙ୍କ ଜୀବନ କାହାଣୀ ପଢିବେ ଛାତ୍ରଛାତ୍ରୀ ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବୋର୍ଡ ଏହାର ପାଠ୍ୟକ୍ରମରେ ବଡ ପରିବର୍ତ୍ତନ କରିଛି। ବୋର୍ଡ ନିଷ୍ପତ୍ତି ନେଇଛି ଯେ, ବର୍ତ୍ତମାନଠାରୁ ଛାତ୍ରଛାତ୍ରୀମାନେ ସାବରକରଙ୍କ ସମେତ ୫୦ ଜଣ ମହାପୁରୁଷଙ୍କ ଜୀବନ…