ଅନ୍ତରାଷ୍ଟ୍ରୀୟ ଭାରତ ମାଟି ଛୁଇଁଲା ଲଢୁଆ ବିମାନ ରାଫେଲ, ଆମ୍ବାଲା ଏୟାର ବେସରେ ୱାଟର ସ୍ପ୍ରେ ରେ କରାଗଲା ସ୍ବାଗତ ନୂଆଦିଲ୍ଲୀ, ଶେଷରେ ଭାରତ ମାଟି ଛୁଇଁଲା ଲଢୁଆ ବିମାନ ରାଫେଲ, ଗତକାଲି ଫ୍ରାନ୍ସରୁ ଏହି ବିମାନ ତାହାର ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଆଜି ଅପରାହ୍ନରେ…