ଆଜିର ଖବର ଆଜି ଲାଲୁ ଯାଦବଙ୍କୁ ଜେରା କରିବ ସିବିଆଇ, ଗତକାଲି ରାବ୍ରି ଦେବୀଙ୍କୁ ହୋଇଥିଲା ପ୍ରଶ୍ନ ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ନେବା ମାମଲାରେ ସିବିଆଇ ଆଜି ରେଳ ବିଭାଗର ପୂର୍ବତନ ମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କୁ ଜେରା କରିବ।…