ଫଟୋ ଖବର ରାମ ଅଭିଷେକ ଉପଲକ୍ଷେ ଶ୍ରୀମନ୍ଦିରରୁ ବାହାରୁଛନ୍ତି ରାମ ଲକ୍ଷ୍ଣଣ ସୀତାଙ୍କ ସହିତ ପ୍ରଭୃ ହନୁମାନ ରାମଅଭିଷେକ ଉତ୍ସବର ଶ୍ରୀମନ୍ଦିର ପାଳନ କରାଯାଇଥାଏ। ଏଥିପାଇଁ ଏକ ସ୍ବତନ୍ତ୍ର ବିମାନରେ ରାମ ଲକ୍ଷ୍ଣଣ ସୀତାଙ୍କ ସହିତ ହନୁମାନଙ୍କ ପ୍ରତିମା ସହର ପରିକ୍ରମା କରିଥାନ୍ତି।