ବିଶେଷ ଖବର ଅଯୋଧ୍ୟା ଆନ୍ଦୋଳନର ସ୍ୱର ଥିବା ସାଧ୍ୱୀ ରୀତାମ୍ଭରାଙ୍କୁ ପ୍ରାଣପ୍ରତିଷ୍ଠା ସମାରୋହର ପ୍ରଥମ ନିମନ୍ତ୍ରଣ ପତ୍ର ନୂଆଦିଲ୍ଲୀ: ‘ସୂର୍ଯ୍ୟ ନିଜର ମର୍ଯ୍ୟାଦା ତ୍ୟାଗ କରିପାରେ। ଚନ୍ଦ୍ର ତା’ର ଶୀତଳତା ତ୍ୟାଗ କରିପାରେ। ସାଗର ଏହାର ସୀମା ଉଲ୍ଲଂଘନ କରିପାରେ, କିନ୍ତୁ ରାମଜନ୍ମଭୂମିରେ ମନ୍ଦିର ନିର୍ମାଣକୁ…