ଆଜିର ଖବର ଚାକିରୀ କରାଇଦେବାକୁ ଲାଞ୍ଚ: ଭିଜିଲାନ୍ସ ହାତରେ ଧରା ହେଲେ ଆଦର୍ଶ ବିଦ୍ୟାଳୟ ପ୍ରନ୍ସିପାଲ ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରସ୍ଥିତ ଆଦର୍ଶ ବିଦ୍ୟାଳୟରେ ପିଅନ ଚାକିରୀ ରେ ନିଯୁକ୍ତି ଦେବାପାଇଁ ୪୦ ହଜାର ଟଙ୍କା ଲାଂଚ ନେଉଥିବା…