ଆଜିର ଖବର ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ ଭୁବନେଶ୍ବର: ଆଜି ଅଯୋଦ୍ଧାରେ ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସବ ଯୋଗୁଁ ସାରା ଦେଶ ରାମମୟ ହୋଇପଡିଛି। ଅଯୋଦ୍ଧାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ପୂଜା ଅର୍ଚ୍ଚନା କରି…