ଅପରାଧ ପଶ୍ଚିମବଙ୍ଗରେ ‘ରାମ ନବମୀ ହିଂସା’ ମାମଲା: ଏନଆଇଏ କରିବ ଯାଞ୍ଚ, ନିର୍ଦ୍ଦେଶ ଦେଲେ କଲିକତା ହାଇକୋର୍ଟ କଲିକତା: ପଶ୍ଚିମବଙ୍ଗରେ ରାମ ନବମୀ ସମୟରେ ହୋଇଥିବା ହିଂସା ଘଟଣାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଯାଞ୍ଚ କରିବ। ଏନେଇ କଲିକତା ହାଇକୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।…