ଆଜିର ଖବର ରାମଲଲାଙ୍କ ପୂଜାର୍ଚ୍ଚନାର ମୁଖ୍ୟ ଯଜମାନ ହେବେ ନି ମୋଦି: ପ୍ରତୀକାତ୍ମକ ଯଜମାନୀ ହେବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲଲାଙ୍କ ପୂଜାର୍ଚ୍ଚନା ହେବ। ବର୍ତ୍ତମାନ ସୁଦ୍ଧା ପ୍ରାଣ ପ୍ରତିଷ୍ଠା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଆୟୋଜକ ହୋଇପାରନ୍ତି ବୋଲି ଖବର…