ଆଜିର ଖବର ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଟକର ବିଭିନ୍ନ ଅଫିସ ଛୁଟି ଘୋଷଣା ଭୁବନେଶ୍ବର: ଆଜି ତିନିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ରାଜଭବନରେ ରାତ୍ରୀ ଯାପନ କରିବା ପରେ ଆସନ୍ତାକାଲି ସେ କଟକ ଗସ୍ତ କରିବେ।…