ଆଜିର ଖବର ଆସନ୍ତାକାଲି ରାଷ୍ଟ୍ରପତିଙ୍କ ପୁରୀ କୋଣାର୍କ ଗସ୍ତ, ବାଲୁକା କଳାରେ ସ୍ବାଗତ କଲେ ସୁଦର୍ଶନ ପଟ୍ଟନାୟକ ପୁରୀ, ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଭ୍ରମଣରେ ଯିବେ। ସେ ସକାଳରୁ ରାଜଭବନରୁ ବାହାରି ସ୍ବତନ୍ତ୍ର ହେଲିକାପ୍ଟରରେ ପୁରୀରେ ଓହ୍ଲାଇବେ। ସେଠାରେ ସେ ଶ୍ରୀମନ୍ଦିର ଯାଇ…