ଆଜିର ଖବର ମିଳିବ ରୋଜଭ୍ୟାଲି ଚିଟଫଣ୍ଡ ଟଙ୍କା, ୫୧୫ କୋଟି ୩୧ ଲକ୍ଷ ଟଙ୍କା ଜମା କଲେ ସରକାର ନୂଆଦିଲ୍ଲୀ: ରୋଜଭ୍ୟାଲି ଚିଟଫଣ୍ଡରେ ବୁଡିଯାଇଥିବା ଟଙ୍କା ମିଳିବାର ସମ୍ଭାବନା ଦେଖାଦେଇଛି। କାରଣ ଗତକାଲି କେନ୍ଦ୍ର ସରକାର ଏହି କଂପାନୀର ଜବତ ହୋଇଥିବା ବିଭିନ୍ନ ସୁତ୍ରରୁ ୫୧୫ କୋଟି…