ଆଜିର ଖବର ରାଷ୍ଟ୍ରର ଜୀବନ ରେଖା ଷ୍ଟେସନଗୁଡିକର ରୂପାନ୍ତରଣ: ଜାଣନ୍ତୁ ଓଡିଶାର କେଉଁ ରେଳଷ୍ଟେସନ ସାମିଲ ଭୁବନେଶ୍ଵର: ଅମ୍ରିତ ଷ୍ଟେସନ୍ ସ୍କିମ୍ ଅଧୀନରେ ପୂର୍ବ ତଟ ରେଳ ପ୍ରାଧିକରଣରେ ଥିବା 57 ଟି ରେଳ ଷ୍ଟେସନ୍ ପୁନଃ ନିର୍ମାଣ କରାଯାଉଛି। ଏହି 57 ଷ୍ଟେସନ୍…