ଆଜିର ଖବର ୬ ମାସର ତଳକୁ ଖସିଲା ଅଶୋଧିତ ତୈଳ ଦର: ହେଲେ କାହିଁକି ମିଳୁନି ଶସ୍ତା ପେଟ୍ରୋଲ ଏବଂ ଡିଜେଲ? ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ସାତ ମାସର ତଳକୁ ଖସି ଆସିଛି, କିନ୍ତୁ ଭାରତରେ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ବିକ୍ରୟ ମୂଲ୍ୟରେ କୌଣସି…