ଆଜିର ଖବର ଚାଷୀ ଆତ୍ମହତ୍ୟା ମାମଲା: ଗୋବିନ୍ଦ ସାହୁଙ୍କ କ୍ଷେତରେ ବୋରୱେଲ ଖୋଳିଲେ ସମ୍ବିତ ପାତ୍ର ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଓସ୍ତପଡା ଗ୍ରାମର ଚାଷୀ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥବା ନଭେମ୍ବର ମାସ ୫ ତାରିଖରେ ଧାନକ୍ଷେତରେ ପାଣି ଅଭାବରୁ ଧାନ…