ଜାତୀୟ ଖବର ପଶ୍ଚିମବଙ୍ଗ ରାସନ ଦୁର୍ନୀତି ସହ ବିହାର ଚାରା ଦୁର୍ନୀତି ଜଡ଼ିତ କି ? ଇଡି ଜବତ କରିଛି ୧୮.୨୦ କୋଟି ଟଙ୍କା କୋଲକାତା: ପଶ୍ଚିମବଙ୍ଗରେ କୋଟି କୋଟି ଟଙ୍କାର ରାସନ ବଣ୍ଟନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏପର୍ଯ୍ୟନ୍ତ ୧୮.୨୦ କୋଟି ଟଙ୍କାର ନଗଦ ଟଙ୍କା ଜବତ କରିଛି।…