ଆଞ୍ଚଳିକ ଧାନ ସଂଗ୍ରହ ପାଇଁ ହେବ ଅନଲାଇନ ପଞ୍ଜୀକରଣ, ଜଗତସିଂହପୁର ଓ ରାହାମା ଆର୍.ଏମ୍.ସି ରେ ହେବ କର୍ମଚାରୀଙ୍କ ପ୍ରଶିକ୍ଷଣ ରମେଶ ମହାନ୍ତି ଜଗତସିଂହପୁର: ଖରିଫ୍ ଋତୁ ପାଇଁ କୃଷକ ମାନଙ୍କଠାରୁ ଧାନ ସଂଗ୍ରହ ନିମନ୍ତେ ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ଅଗଷ୍ଟ ମାସ ୩୧ ତାରିଖ…