ଅନ୍ତରାଷ୍ଟ୍ରୀୟ ଟି-୨୦ ବିଶ୍ୱକପ୍ ଅପଡେଟ: ପାଣିପାଗକୁ ନେଇ ଖୁସି ଖବର, ରାହୁଲ-ରୋହିତଙ୍କ ଉପରେ ନଜର ନୂଆଦିଲ୍ଲୀ: ଭାରତୀୟ ଦଳ ଆଜି ଟି-୨୦ ବିଶ୍ୱକପ୍ର ଚତୁର୍ଥ ମ୍ୟାଚ୍ରେ ବାଂଲାଦେଶକୁ ଭେଟିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ। ସେମିଫାଇନାଲ…