ଜାତୀୟ ଖବର ଇଣ୍ଡିଆ ଟୁଡେ ଗ୍ରୁପରୁ ଇସ୍ତଫା ଦେଲେ ଲୋକପ୍ରିୟ ସାମ୍ବାଦିକ ରାହୁଳ କନୱାଲ, ଜାଣନ୍ତୁ କୁଆଡେ ଯିବେ ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ ଗ୍ରୁପରୁ ଇସ୍ତଫା ଦେଇଛନ୍ତି ପ୍ରତିଷ୍ଠିତ ସାମ୍ବାଦିକ ରାହୁଳ କନୱାଲ। ପ୍ରାୟ 22 ବର୍ଷ ଧରି ଇଣ୍ଡିଆ ଟୁଡେ ଟିଭିରେ କାମ କରିବା ପରେ…