ନିର୍ବାଚନ ଖବର ସାଲେପୁରରେ ଗର୍ଜ୍ଜନ କଲେ ରାହୁଳ ଗାନ୍ଧୀ, ପାଞ୍ଚଟି ଗ୍ୟାରେଣ୍ଟିର ପ୍ରତିଶୃତି, ଓଡିଶା ମହିଳାଙ୍କୁ ମିଳିବ ବର୍ଷକୁ ଲକ୍ଷେ ଭୁବନେଶ୍ବର: ଆଜି ଓଡିଶାର ନିର୍ବାଚନ ପ୍ରଚାରରେ ଆସି ସାଲେପୁରରେ ଗର୍ଜ୍ଜନ କରିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ସେ ଭାଷଣ ଆରମ୍ଭରୁ ଉଭୟ ନବୀନ ଏବଂ ମୋଦି…