ବିଶେଷ ଖବର ରାୟପୁର ଏଆଇସିସି ବୈଠକରେ ଓଡ଼ିଶାର କେଉଁ କେଉଁ କଂଗ୍ରେସ ନେତା ଦେଲେ ଯୋଗ ରାୟପୁର: ଛତିଶଗଡ଼ର ରାୟପୁର ଠାରେ ୮୫ ତମ ଅଖିଳ ଭାରତ କଂଗ୍ରେସର ମହା ଅଧିବେଶନରେ ଓଡିଶାରୁ ବହୁ ତୁଙ୍ଗ ନେତା ସହିତ ଶତାଧିକ କର୍ମି ଯୋଗ ଦେଇଛନ୍ତି।…