ବିଶେଷ ଖବର ରାୟବରେଲି ଆସନ ଛାଡ଼ିବେ କି ସୋନିଆ ଗାନ୍ଧି?: ଏହି ଠାରେ ନିର୍ବାଚନ ଲଢିବାକୁ କଂଗ୍ରେସର ସଂକଳ୍ପ ପାରିତ ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ତେଲେଙ୍ଗାନା କଂଗ୍ରେସ ସୋନିଆ ଗାନ୍ଧିଙ୍କୁ ନେଇ ଏକ ସଂକଳ୍ପ ପାରିତ କରିଛି। ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବା ପାଇଁ…