ଆଜିର ଖବର ନାଚୁଣୀ: ମାଲକାନାଗିରି-ଭୁବନେଶ୍ଵର ରିଲାଏନ୍ସ ବସ ଦୁର୍ଘଟଣାଗ୍ରସ୍ତ, ହେଲପର ଗୁରୁତର, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡ ବରଡି ଛକ ଠାରେ ସଡକ ଦୁର୍ଘଟଣା ଘଟିଛି। ଟ୍ରକ ପଛକୁ ପିଟିଲା ରିଲାଏନ୍ସ…